ଟିକାକରଣ ନେଇ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ବରରେ ୯୭୦ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ ଭୁବନେଶ୍ବର : ମେ’ ୩ରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ବିଧିବଦ୍ଧ ଭାବେ ଟିକାଦାନ ଅଭିଯାନ ଆରମ୍ଭ ହେବା ପରେ ଟିକାକରଣକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କେଉଁଠି ସ୍ଲଟ୍‌ ମିଳୁନି ବୋଲି ପାଟିତୁଣ୍ଡ ହେଉଛି ତ କେଉଁଠି ଟିକା ନେବାକୁ ଅଧିକ ଲୋକ ଧାଡ଼ିରେ ରହୁଥିବାରୁ ଗଣ୍ଡଗୋଳ ହେଉଛି। ରାଜଧାନୀରେ ଦିନକୁ ଦିନ ଟିକାକରଣକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ଏହାକୁ ବ୍ୟବସ୍ଥିତ … Continue reading ଟିକାକରଣ ନେଇ ବଢ଼ୁଛି ଅସନ୍ତୋଷ